fbpx

କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ଶପଥ ନେଲେ ସଞ୍ଜୟ କୋଠାରି

ନୂଆଦିଲ୍ଲୀ, ୨୫ା୪: ଆଜି ରାଷ୍ଟ୍ରପତି ଭବନରେ ୧୦୩୦ ଘଣ୍ଟାର ଆୟୋଜିତ ଏକ ସମାରୋହରେ ସଞ୍ଜୟ କୋଠାରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେ. ଭି. ଚୌଧୁରୀଙ୍କ କାର୍ଯ୍ୟକାଳ ପୂରିବା ପରେ ଗତବର୍ଷ ଜୁନ୍ ମାସରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ପଦବୀ ଖାଲି ପଡ଼ିଥିଲା।

Get real time updates directly on you device, subscribe now.