fbpx

ଧୋନୀ ଜିତିଲେ ଟସ୍, ବୋଲିଂ କରିବ ଚେନ୍ନାଇ

ନୂଆଦିଲ୍ଲୀ,୧୯ ।୯: ଇଣ୍ଡିଆନ୍ ପ୍ରିମିୟର ଲିଗ ବା ଆଇପିଏଲର ୧୩ତମ ସିଜନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଖେଳାଯାଉଛି । ଓପନିଂ ମ୍ୟାଚରେ ସିଏସକେର ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପର୍ୟ୍ୟନ୍ତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଚାରିଥର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ତିନି ଥର ଟାଇଟଲ ଜିତିଛି। କୋଭିଡ -୧୯ ମହାମାରୀ ହେତୁ ଚଳିତ ବର୍ଷ ୟୁଏଇରେ ଖାଲି ଷ୍ଟାଡିୟମରେ ଆଇପିଏଲ ଖେଳାଯାଉଛି।

Get real time updates directly on you device, subscribe now.