fbpx

ସୋରରେ କୁକୁଡା ମଡକ

ବାଲେଶ୍ୱର,୧ ।୩(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରାଯାଉଛି । ୧୬ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ମଲା କୁକୁଡା ପଡିଥିବା ଦେଖିବାକୁ ମିଳିଛି । ଏତେ ପରିମାଣର କୁକୁଡା ମରିବାର କାରଣ ଅସ୍ପଷ୍ଟ ହୋଇ ରହିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପଶୁବିଭାଗ । କୁକୁଡା ମଡକ ପରେ ଜୀବିତ କୁକୁଡାର ରେଟ୍ କମିଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.