fbpx

ଭୁବନେଶ୍ବରରେ ପହଞ୍ଚିଲେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ; ଶପଥ ସମାରୋହରେ ଯୋଗ ଦେବେ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଭୁବନେଶ୍ବରରେ ପହଞ୍ଚିଲେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପହଞ୍ଚିଲେ ।  ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ପହଞ୍ଚିଲେ ।  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପହଞ୍ଚିଲେ । ଗୋଆ ମୁଖ୍ୟମନ୍ତ୍ରୀ ପବନ ସାୱନ୍ତ ପହଞ୍ଚି କରିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ଶପଥ ସମାରୋହରେ ଯୋଗ ଦେବେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.