fbpx

କରୋନା ଭାଇରସ, ସଚେତନ ଓ ସତର୍କତା ଅବଲମ୍ବନ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରେନା ପାଇଁ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି । ସଚେତନ ଓ ସତର୍କ ରହି ସଂକ୍ରମଣକୁ ପ୍ରତିରୋଧ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।
ସାରା ବିଶ୍ୱରେ କରୋନାରେ ଏହି କରୋନା ଭାଇରସ୍ ୧୧୦ଟି ଦେଶକୁ ବ୍ୟାପିଛି ବୋଲି ଜଣାପଡ଼ିଛି । ବିଶ୍ୱରେ ୧.୨୧ ଲକ୍ଷ ଲୋକ କରୋନା ସଙ୍କ୍ରମିତ ହୋଇଥିବା ନେଇ ସୂଚନା ରହିଛି । କରୋନାରେ ସାରା ବିଶ୍ୱରେ ୪,୩୬୫ରୁ ଉଦ୍ଧ୍ୱର୍ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଭାରତରେ ୭୫ଜଣ ଏହି ଭୂତାଣୁରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.