fbpx

ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୭ା୬(ଓଡ଼ିଶା ଭାସ୍କର): ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦ ଯବାନଙ୍କ ପରିବାରବର୍ଗ ପ୍ରତି ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି । ଏଥି ସହିତ ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ମୁଖ୍ୟମନ୍ତ୍ରୀ ସାଲ୍ୟୁଟ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ ଦିନକୁ ଦିନ ସୀମାରେ ଭାରତ-ଚୀନ୍ ମୁହାଁମୁହିଁ ଘଟଣା ଭୟଙ୍କର ରୁପ ନେବାରେ ଲାଗିଛି। ଏହି ଘଟଣାରେ ଗତକାଲି ଭାରତର ୨୦ ଯବାନ ସହିଦ ହୋଇଥିଲେ ।

Get real time updates directly on you device, subscribe now.