fbpx

Breaking ଆକ୍ସନ ମୋଡରେ କମିଶନରେଟ ପୋଲିସ: ମଦ୍ୟପ ଡ୍ରାଇଭରଙ୍କୁ ନିସ୍ତାର ନାହିଁ

AAKASH

ଭୁବନେଶ୍ୱର: ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ କଡ଼ା ଚେକିଙ୍ଗ ଆରମ୍ଭ କରିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କମିଶନରେଟ ପୋଲିସ ପକ୍ଷରୁ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଚେକିଂ ଜାରି ରହିଛି । ଡିସିପିଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଏହି ଚେକିଙ୍ଗ କରାଯାଉଛି । ଧରା ପଡ଼ିଲେ ଫାଇନ ଭଳି ଦଣ୍ଡ ଦେଇପାରେ ପୋଲିସ ବିଭାଗ ।

Get real time updates directly on you device, subscribe now.