fbpx

ତ୍ରିପୁରାରେ ଆଦିବାସୀ ଛାତ୍ରଙ୍କୁ ପିଟିପିଟି ହତ୍ୟା ପରେ ସାମ୍ପ୍ରଦାୟିକ ଉତ୍ତେଜନା; ଇଣ୍ଟରନେଟ୍ ବନ୍ଦ

ଅଗରତାଲା: ତ୍ରିପୁରା ରାଜ୍ୟର ଗଣ୍ଡାଭିସାରେ ଜଣେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ପରେ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଛି । ଏହି ଉତ୍ତେଜନା ପରେ ଏଠାରେ ଅନେକ ଘର ଓ ଦୋକାନ ଉପରେ ମଧ୍ୟ ଆକ୍ରମଣ ହୋଇଛି । ତେଣୁ ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ଏହି ଅଞ୍ଚଳ ଟି ରାଜ୍ୟର ଧଲାଇ ଜିଲ୍ଲାରେ ଅବସ୍ଥିତ । ୫ ଦିନ ତଳେ ଆଦିବାସୀ ଛାତ୍ର ପରମେଶ୍ୱର ରିଆଙ୍ଗଙ୍କ ମୃତ୍ୟୁ ଘଟିଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା କୁ ବନ୍ଦ କରିଛନ୍ତି ।

Get real time updates directly on you device, subscribe now.