fbpx

ରାଜ୍ୟବ୍ୟାପୀ କଂଗ୍ରେସର ଡିଜିଟାଲ ସଚେତନତା ଅଭିଯାନ

Advertisement

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): ରାଜ୍ୟବ୍ୟାପୀ କଂଗ୍ରେସ ଡିଜିଟାଲ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହାସହ ଏହି ସୋସିଆଲ ମିଡ଼ିଆ ଅଭିଯାନରେ ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ କରାଯାଇଛି । ସରକାରଙ୍କୁ ପ୍ରଶ୍ନ କରିବାକୁ ଚାଷୀ, ପ୍ରବାସୀ ଓ ବେକାରଙ୍କୁ ଆହ୍ୱାନ ଦିଆଯାଇଛି । ଗରିବ ପରିବାରକୁ ୬ ମାସ ଯାଏ ୭,୫୦୦ ଟଙ୍କା ଲେଖାଏଁ ଦେବାକୁ ଦାବି କରିଛି କଂଗ୍ରେସ । ଏହାସହ ଛୋଟ ବ୍ୟବସାୟୀଙ୍କୁ ଋଣ ପରିବର୍ତ୍ତେ ଆର୍ଥିକ ସହାୟତା ,ବିନା ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କ ପରିବହନ ବ୍ୟବସ୍ଥା, ମନରୋଗାରେ ବର୍ଷକୁ ୨୦୦ଦିନ କାର୍ଯ୍ୟ ଯୋଗାଇବାକୁ କଂଗ୍ରେସ ଦାବି କରିଛି ।

Get real time updates directly on you device, subscribe now.