fbpx

କରୋନା ପାଇଁ ଜନଗଣନା ସ୍ଥଗିତ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଏନେଇ ପ୍ରଥମ ପର୍ଯ୍ୟାୟ ଜନଗଣନା ବତ୍ତର୍ମାନ ପାଇଁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜନଗଣନାକୁ ସ୍ଥଗିତ ରଖାଯିବ ବୋଲି ସୂଚନା ମିଳିଛି । ଏନପିଆର ସଂଶୋଧନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ପାଇଁ ଲକଡାଉନ ପରେ ଜନଗଣନାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.