fbpx

କେନ୍ଦୁଝରର ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ କୋରୋନା

କେନ୍ଦୁଝର,୫/୯(ଓଡ଼ିଶାଭାସ୍କର): କେନ୍ଦୁଝରର ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଆଜି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ବିଧାୟକ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଯାଏ ୧୯ ବିଧାୟକ ଓ ୩ ସାଂସଦ କୋରୋନା ପଜିଟିଭ୍‌ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ଥିବା ସୂଚନା ମିଳିିିଛି।

Get real time updates directly on you device, subscribe now.