fbpx

ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ମନା

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଲାଣି । ଏନେଇ ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ୍ ଯିବାକୁ ମନା ହୋଇଛି । କରୋନା ଭାଇରସ୍ ପାଇଁ ଏହି କଟକଣା ଲାଗୁ ହୋଇଛି । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ଚୀନକୁ ନଆସିବାକୁ ପରାମର୍ଶ ଦିଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ତେବେ ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀ ଚୀନ ୟୁନାନରଡାଲି ବିଶ୍ୱବିଦ୍ୟାଳୟରେ ପାଠ ପଢୁଛନ୍ତି ।

Get real time updates directly on you device, subscribe now.