fbpx

ଗିରଫ ହେଲେ CRPF ଏସଆଇ ଭୂପିନ୍ଦର

ଭୁବନେଶ୍ୱର,୩ ।୧(ଓଡିଶା ଭାସ୍କର): ସିଆରପିଏଫ୍ ଏସଆଇ ଭୂପିନ୍ଦର କୁମାରଙ୍କୁ ଡେରାଡୁନରୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୂପିନ୍ଦରଙ୍କୁ ଭୁବନେଶ୍ୱର ଆଣିଛି ପୋଲିସ । ତେବେ ଭୂପିନ୍ଦରଙ୍କ ବିରୋଧରେ ଜଣେ ଯୁବତୀ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଏନେଇ ଘଟଣାର ତଦନ୍ତ କରି ଭୂପିନ୍ଦରଙ୍କୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.