fbpx

BIG BREAKING…ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳିବ ସିଟିସ୍କାନର ସୁବିଧା; ଡାଇଲିସିସ୍ ଓ MRIର ହେବ ପରୀକ୍ଷଣ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳିବ ସିଟିସ୍କାନର ସୁବିଧା । କେବଳ ସିଟିସ୍କାନ ନୁହେଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହେବ MRI ଓ ଡାଇଲିସିସ୍ ପରୀକ୍ଷଣ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ମିଳିବ ଏହି ସମସ୍ତ ସୁବିଧା । ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ ।  ଉଭୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ମିଳିବ ଏହି ସମସ୍ତ ସୁବିଧା । ସରକାରୀ ଓ ବେସରକାରୀ ସହଭାଗିତାରେ ମିଳିବ ସମସ୍ତ ସୁବିଧା ।

Get real time updates directly on you device, subscribe now.