fbpx

CUET UG ୨୦୨୪ ମେ ୧୫ ତାରିଖରୁ ଆରମ୍ଭ ହେବ: NTA ଜାରି କଲା ସମ୍ପୂର୍ଣ୍ଣ ଶିଡ୍ୟୁଲ

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ କଲେଜରେ ଆଡମିଶନ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ମେ ୧୫ରୁ ୨୪ ପର୍ଯ୍ୟନ୍ତ କମନ ୟୁନିଭରସିଟି ଏଣ୍ଟ୍ରାସ ଏଗଜାମ (ସିୟୁଇଟି) ୟୁଜି ୨୦୨୪ ଆୟୋଜିତ ହେବାକୁ ଯାଉଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ (ଏନଟିଏ) ପକ୍ଷରୁ ତାରିଖ ଶିଫ୍ଟ ୱାଇ୍ ପରୀକ୍ଷାର ସମ୍ପୂର୍ଣ୍ଣ ଶିଡ୍ୟୁଲ ଜାରି କରାଯାଇଛି । ପ୍ରାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟକୁ ଯାଇ ମଧ୍ୟ ଚେକ୍ କରିପାରିବେ ।

Get real time updates directly on you device, subscribe now.