fbpx

ବରାଦ ଭୋଗ ଉପରେ ଲାଗିଲା କଟକଣା

ପୁରୀ,୬ ।୯(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଲାଗିଛି କଟକଣା । ବରାଦ ଭୋଗ ଉପରେ ଲାଗିଛି ଏହି କଟକଣା । ଅତି ଆବଶ୍ୟକ ହେଲେ ମହାପ୍ରସାଦ ଶ୍ରଦ୍ଧାଳୁଙ୍କୁ ଦିଆଯିବ । କିନ୍ତୁ ଜିଲ୍ଲା ବାହାରର ଲୋକଙ୍କ ମହାପ୍ରସାଦ ଦେବା ମନା ହୋଇଛି । ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.