fbpx

ଭାଙ୍ଗିଲା ଡ୍ୟାମ୍, ବୁଡିଲା ଚାଷ ଜମି

ମାଲକାନଗିରି,୧୪ ।୮(ଓଡିଶା ଭାସ୍କର): ମାଲକାନଗିରି ମାଥିଲି ବ୍ଲକର ପାତ୍ରପୁର ଅଚାନକ୍ ଭାଙ୍ଗିପଡିଛି ଡ୍ୟାମ୍ । ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍ ଭାଙ୍ଗିଥିବା ବେଳେ ଶହ ଶହ ଚାଷ ଜମି ଏବେ ଜଳମଗ୍ନ ଅବସ୍ଥାରେ ପଡିରହିଛି । ମାଥିଲି ବ୍ଲକର ବିଭିନ୍ନ ସ୍ଥାନରେ ୪ରୁ ଅଧିକ ଘର ଭାଙ୍ଗିଛି । ସେହିପରି କମଳପଦରରେ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇଛି । ଫଳରେ ଗମନାଗମନ ଠପ୍ ହୋଇପଡିଛି ।

Get real time updates directly on you device, subscribe now.