fbpx

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲ ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

ବଲାଙ୍ଗୀର(ଓଡ଼ିଶା ଭାସ୍କର): ହଷ୍ଟେଲ ଭିତରୁ ଉଦ୍ଧାର ହେଲା ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଭୀମଭୋଇ ମେଡିକାଲ କଲେଜ ଲେଡିଜ୍ ହଷ୍ଟେଲ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କଲା ପୋଲିସ୍ । ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ପୋଲିସ୍ ଛାନଭିନ୍ ଚଳାଇଛି ।

Get real time updates directly on you device, subscribe now.