fbpx

ବଡ଼ ଖବର: ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକା ପାଦୁକୋନଙ୍କୁ ସମନ କଲା ଏନସିବି

ମୁମ୍ବାଇ, ୨୩ା୯: ବଲିଉଡ଼ ସହ ଡ୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆଜି ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରିଛି ଏନସିବି । ତାଙ୍କ ସହ ସାରା ଅଲ୍ଲୀଖାନ , ଶ୍ରଦ୍ଧା କପୁର, ରକୁଲ ପ୍ରୀତି ସିଂ ଓ ସିମୋନ ଖମ୍ବାଟାଙ୍କୁ ମଧ୍ୟ ସମନ କରାଯାଇଛି । ଆସନ୍ତା ୩ ଦିନ ଭିତରେ ସେମାନଙ୍କୁ ଡ୍ରଗ୍ସ ଲିଙ୍କ କୁ ନେଇ ପଚରାଉଚରା କରିବ ଏନସିବି ।

 

Get real time updates directly on you device, subscribe now.