fbpx

ଯାଜପୁରରେ ଡିଜିପି

ଯାଜପୁର,୧୧ ।୮(ଓଡିଶା ଭାସ୍କର): ଯାଜପୁର ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚିଲେ ଡିଜିପି ଅଭୟ । ସେଠାରେ ପହଞ୍ଚି ଡିଜିପି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । ପୋଲିସ ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଏନଫୋର୍ସମେଣ୍ଟ ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ଅଭୟ ।

Get real time updates directly on you device, subscribe now.