fbpx

କେନ୍ଦ୍ର ବଜେଟ୍ ୨୦୨୨-୨୩: ହୀରା, କୃଷି ଉପକରଣ, ମୋବାଇଲ୍ ଚାର୍ଜର୍ ହେଲା ଶସ୍ତା

Advertisement

ନୂଆଦିଲ୍ଲୀ: ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଉପକରଣ, ମୋବାଇଲ୍ ଚାର୍ଜର୍, ଚମଡ଼ା ସାମଗ୍ରୀ ଶସ୍ତା ହେବ । ଖାଲି ସେତିକି ନୁହେଁ ଏଣିକି କପଡ଼ା, ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ସାମଗ୍ରୀ ଶସ୍ତା ହେବ । ସେହିପରି ନକଲି ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୪୦୦ ଟଙ୍କା ପ୍ରତି କିଲୋ ରହିବ । କୃଷି ଉପକରଣ ଶସ୍ତା ହେବା ଦ୍ୱାରା କୃଷକଙ୍କୁ ଅନେକ ଫାଇଦା ମିଳିପାରିବ ।

 

Get real time updates directly on you device, subscribe now.