fbpx

DRDO ତଥ୍ୟ ଲିକ୍ ଘଟଣା: ଆଉ ଜଣେ ଗିରଫ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଗିରଫ ହୋଇଛି । ପୂର୍ବରୁ ୪ଜଣଙ୍କୁ ବାଲେଶ୍ୱର ପୋଲିସ୍ ଗିରଫ କରିଥିବା ବେଳେ ଏବେ ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ସଚିନ୍ କୁମାର ଓରଫ ଛେତା । ସେ ଡିଆରଡିଓରେ ଜଣେ ଡ୍ରାଇଭର୍ ଭାବରେ କାମ କରୁଥିଲେ । ଏବେ ତଥ୍ୟ ଲିକ୍ ଘଟଣାରେ ଗିରଫଦାରୀ ସଂଖ୍ୟା ୫କୁ ବଢ଼ିଛି । ହେଲେ ଏହି ଘଟଣାରେ ଆହୁରି ଅନେକ ସଂଖ୍ୟାରେ ବ୍ୟକ୍ତି ସାମିଲ ରହିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.