fbpx
BJD SKY
BJD SKY

ରାଜଧାନୀରୁ ୭ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାବଧାନ ରୁହନ୍ତି ରାଜଧାନୀବାସୀ । କାରଣ ଭୁବନେଶ୍ୱରରେ ଏବେ ଜାଲ୍ ନୋଟ୍ କାରବାର ବଢ଼ିଯାଇଛି । ଆଜି ଭୁବନେଶ୍ୱରରୁ ଲକ୍ଷେ କି ଦୁଇଲକ୍ଷ ନୁହେଁ ବରଂ ୭ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି । ଖାରବେଳ ନଗର ଅଞ୍ଚଳରୁ ଜବତ ହୋଇଛି ଜାଲ୍ ନୋଟ୍ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଜବତ ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.