fbpx

ପୁଣି ଚମକିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ପୁଣି ଚମକିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ୨୦୦ ମିଟର ଦୌଡରେ ସେ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତକାଲି ୧୦୦ ମିଟର ଦୌଡରେ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଥିଲେ ଦୂତୀ । ମାତ୍ର ୧୧.୪୯ ସେକେଣ୍ଡ ସମୟ ନେଇ ୧୦୦ ମିଟର ରେସକୁ ସେ ଶେଷ କରିଥିଲେ ।

Get real time updates directly on you device, subscribe now.