fbpx

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୨୩ା୯(ଓଡ଼ିଶା ଭାସ୍କର): ରାଜ୍ୟ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛି ଗୃହ ବିଭାଗ । ଅରୁଣ କୁମାର ରାୟ ହୋଇଛନ୍ତି ଯୋଗାଯୋଗ ଅତିରିକ୍ତ ଡିଜିପି । ସେହିପରି ଲଳିତ ଦାସ- ପୋଲିସ ମୁଖ୍ୟାଳୟ ଅତିରିକ୍ତ ଡିଜିପି, ଯଶବନ୍ତ ଜେଠୱା- ଆଇନଶୃଙ୍ଖଳା ଏଡ଼ିଜି, ବିନୟତୋଷ ମିଶ୍ର- କ୍ରାଇମବ୍ରାଞ୍ଚ ରେକର୍ଡ଼ସ ବ୍ୟୁରୋ ନିର୍ଦ୍ଦେଶକ, ସଞ୍ଜୟ କୁମାର ସିଂହ- ଆଧୁନିକୀକରଣ ଆଇଜି, ରେଖା ଲୋହାନୀ -ଅତିରିକ୍ତ ପୋଲିସ କମିସନର, ରିତୁ ଆରୋରା- ଗୃହ ବିଭାଗର ଓଏସଡ଼ି, ରାଜେଶ କୁମାର- ଫୋରେନସିକ ଲାବୋରେଟୋରିର ଆଇଜି , ଢ଼େଙ୍କାନାଳ ଏସପି ଅନୁପମା ଜେଏମସିଙ୍କୁ ଏସପି ଭିଜିଲାନ୍ସ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.