fbpx

ସ୍କୁଲ ପରେ ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ସ୍କୁଲ ପରେ ଏଣିକି କଲେଜରେ ମଧ୍ୟ ଏକ୍ସଟ୍ରା କ୍ଲାସ ହେବ । ଉପସ୍ଥାନ କମ ଥିବା ଛାତ୍ରଛାତ୍ରୀ ଏହି ଏକ୍ସଟ୍ରା କ୍ଲାସରେ ଯୋଗଦେବେ । କଲେଜରେ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ ଦିଆଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ତେବେ ଏହା ପୂର୍ବରୁ ସ୍କୁଲରେ ଏକ୍ସଟ୍ରା କ୍ଲାସ ହେବ ବୋଲି କହିଥିଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ୍ । ଖରାଦିନେ ସ୍କୁଲରେ ଥିବା ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଉଜ୍ଜଳ, ଉତଥାନ ଓ ଉତ୍କର୍ଷ ମାଧ୍ୟମରେ ଶିକ୍ଷକମାନେ ପାଠ ପଢାଇବେ ।

Get real time updates directly on you device, subscribe now.