fbpx

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି ୧୫ ।୧୦(ଓଡ଼ିଶା ଭାସ୍କର):ପିପିଲି ସ୍ଥିତ ସତ୍ୟବାଦୀ ବ୍ଲକ ଅଧିନସ୍ଥ ଦଶବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ହରିହର ନନ୍ଦଙ୍କୁ କିଛି ଦୁର୍ବୁତ୍ତ ମାନେ ଆକ୍ରମଣ କରିଛନ୍ତି । ତେବେ ଗାଁର ପଞ୍ଚାୟତ ସାମ୍ନାରେ ଦୁର୍ବୁତ୍ତ ମାନେ ଭୁଜାଲିରେ ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ହସ୍ପିଟାଲକୁ ପଠାଯାଇଛି । ତେବେ ରାଜନୈତିକ କାରଣରୁ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି ।

Get real time updates directly on you device, subscribe now.