fbpx

୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୫ ସହର

AAKASH

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଅସହ୍ୟ ଶୀତ ବଢିବାରେ ଲାଗିଛି । ରାଜ୍ୟର ୧୫ଟି ସହରର ତାବମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୮.୮ ଡିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ୯, ଫୁଲବାଣୀରେ ୯.୮, ଅନୁଗୁଳରେ ୧୦ ଡିଗ୍ରୀ, ବାରିପଦାରେ ୧୨, ଭବାନୀପାଟଣାରେ ୧୨, କୋରାପୁଟ ଓ କେନ୍ଦୁଝରରେ ୧୨.୪, ଝାରସୁଗୁଡାରେ ୧୩.୨, ସୁନ୍ଦରଗଡରେ ୧୪ , ତାଳଚେର, ବୌଦ୍ଧ ଓ ବଲାଙ୍ଗୀରରେ ୧୪ ଡିଗ୍ରୀ, କଟକରେ ୧୪.୫, ଚାନ୍ଦବାଲିରେ ତାପମାତ୍ରା ୧୪.୮ ଡିଗ୍ରୀ ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୫.୪ ଡିଗ୍ରୀ ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.