fbpx

ବଡ଼ ଖବର: ବୁର୍ଲା ଭୀମସାରରେ ଏକ ୟୁନିଟରେ ଅଗ୍ନିକାଣ୍ଡ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

Advertisement

ସମ୍ବଲପୁର: (ଓଡ଼ିଶା ଭାସ୍କର) ବୁର୍ଲା ଭୀମସାରରେ ଏକ ୟୁନିଟରେ ଅଗ୍ନିକାଣ୍ଡ । ଫାର୍ମାକୋଲୋଜି ବିଭାଗର ଏମ୍‌ଆର୍‌ୟୁରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ବୁର୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ଜାରି ରହିଛି ନିଆଁ ଲିଭା କାର୍ଯ୍ୟ । ଏବେଯାଏଁ କେହି ମୃତହାତ ହୋଇଥିବା ନେଇ କୌଣସି ଖବର ନାହିଁ । ଖୁବ ଶୀଘ୍ର ନିଆଁକୁ ଆୟତ କରିବ ଅଗ୍ନିଶମ ବାହିନୀ ।

Get real time updates directly on you device, subscribe now.