CHARIDHAM

ଅନୁଗୁଳରେ ପ୍ରଥମ କରୋନା ମୃତ୍ୟୁ

ଅନୁଗୁଳ, ୩୦/୬(ଓଡିଶା ଭାସ୍କର):  ଅନୁଗୁଳ ଜିଲ୍ଲାରୁ ପ୍ରଥମ କରୋନା ମୃତ୍ୟୁ ଖବର ଆସିଛି। ମୃତକ ଜଣକ ନାଲକୋର ଜଣେ ଡିଜିଏମ ପାହ୍ୟା ଅଧିକାରୀ ବୋଲି ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି। ମୃତକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି।