fbpx
BSKY
BJD MC SKY
BJD YOUTH SKY

ନୂଆବର୍ଷରେ ପ୍ରଥମ ବିଗ୍ ବଚତ୍ ଧମାଲ ସେଲ୍ ; ଶସ୍ତାରେ କିଣି ନିଅନ୍ତୁ ଏହିସବୁ ସାମଗ୍ରୀ, ସମୟ ବହୁତ କମ୍‌

ନୂଆଦିଲ୍ଲୀ: ନୂଆବର୍ଷରେ ଫ୍ଲିପକାର୍ଟ ଏହାର ପ୍ରଥମ ବିଗ୍ ବଚତ୍ ଧମାଲ ସେଲ୍ Big Bachat Dhamaal Sale ନେଇ ଘୋଷଣା କରିସାରିଛି । ଏହି ସେଲ୍‌ରେ ଇ-କମର୍ସ କମ୍ପାନୀ ଦ୍ୱାରା ୧ ଲକ୍ଷରୁ ଅଧିକ ସାମଗ୍ରୀ ଉପରେ ୮୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ୫ ଜାନୁୟାରୀରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ଫ୍ଲିପକାର୍ଟର ଏହି ସେଲ୍ ଧମାକା ଜାରି ରହିବ । ଏହି ସେଲ୍‌ରେ ଆପଣ ବହୁ ପ୍ରଡକ୍ଟ କମ୍ ଦାମ୍‌ରେ ପାଇପାରିବେ । ଏହି ସେଲ୍‌ରେ ଆପଣ ସ୍ମାର୍ଟଫୋନ୍‌, ଫ୍ୟାଶନ ସାମଗ୍ରୀ, ଇଲେକ୍ଟ୍ରୋନିକ ପ୍ରଡକ୍ଟ ଇତ୍ୟାଦି ବହୁତ ଶସ୍ତାରେ ଘରକୁ ଆଣିପାରିବେ ।

୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ପ୍ରତିଦିନ ଧମାଲ ଅଫର ପ୍ରଦାନ କରାଯିବ । ଏଥିରେ କିଛି ସାମଗ୍ରୀ ଲାଗି ପ୍ରତିଦିନ ନୂଆ ଅଫର ମିଳିବ । ପ୍ରତିଦିନ ସନ୍ଧ୍ୟା ୪ରୁ ରାତି ୮ଟା ପର୍ଯ୍ୟନ୍ତ ଲିମିଟେଡ୍ ଅଫର ପ୍ରଦାନ କରାଯିବ । ଏହି ସେଲ୍‌ରେ କମ୍ବୋ ଡିଲ୍ ବି ରହିଛି ଯେଉଁଥିରେ ଏକରୁ ଅଧିକ ସାମଗ୍ରୀ କିଣିବା ଦ୍ୱାରା ଅତିରିକ୍ତ ରିହାତି ମିଳିବ ।

Get real time updates directly on you device, subscribe now.