ଏପରିି ସ୍ୱଭାବର ପୁଅଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତି ନାହିଁ, କାହିଁକି

0
COVID-19 Updates
  • World 114,379,919
    World
    Confirmed: 114,379,919
    Active: 21,911,249
    Recovered: 89,931,084
    Death: 2,537,586
  • USA 29,202,824
    USA
    Confirmed: 29,202,824
    Active: 9,045,632
    Recovered: 19,632,523
    Death: 524,669
  • India 11,096,731
    India
    Confirmed: 11,096,731
    Active: 164,475
    Recovered: 10,775,169
    Death: 157,087
  • Brazil 10,517,232
    Brazil
    Confirmed: 10,517,232
    Active: 876,529
    Recovered: 9,386,440
    Death: 254,263
  • Russia 4,234,720
    Russia
    Confirmed: 4,234,720
    Active: 349,571
    Recovered: 3,799,406
    Death: 85,743
  • UK 4,170,519
    UK
    Confirmed: 4,170,519
    Active: 1,201,606
    Recovered: 2,846,208
    Death: 122,705
  • Italy 2,907,825
    Italy
    Confirmed: 2,907,825
    Active: 411,966
    Recovered: 2,398,352
    Death: 97,507
  • Turkey 2,693,164
    Turkey
    Confirmed: 2,693,164
    Active: 98,938
    Recovered: 2,565,723
    Death: 28,503
  • Germany 2,444,177
    Germany
    Confirmed: 2,444,177
    Active: 130,388
    Recovered: 2,243,200
    Death: 70,589
  • Pakistan 579,973
    Pakistan
    Confirmed: 579,973
    Active: 21,836
    Recovered: 545,277
    Death: 12,860
  • China 89,893
    China
    Confirmed: 89,893
    Active: 218
    Recovered: 85,039
    Death: 4,636

ଯେତେବେଳେ ଆମେ ଏକ ରିଲେସନସିପରେ ଥାଉ, ଆମେ ତାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଉ । ମାତ୍ର ଅନେକ କ୍ଷେତ୍ରରେ ସମ୍ପର୍କ ଅଧାରୁ ଭାଙ୍ଗିଯାଉଥିବା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଝିଅମାନଙ୍କ ହୃଦୟରେ ଜଣଙ୍କ ପାଇଁ ନିଶ୍ଚିତ ଭାବେ ଭଲପାଇବା ରହିଥାଏ । ପୁଅମାନଙ୍କର ଏପରି କିଛି ଅଭ୍ୟାସ ସେମାନଙ୍କୁ ଝିଅଙ୍କ ଠାରୁ ଦୂରେଇ ଦେଇଥାଏ । ଆସନ୍ତୁ ଜାଣିବା ପୁଅମାନଙ୍କର ସେହି ଗୁଣ ବିଷୟରେ, ଯାହାକୁ ଝିଅମାନେ ଆଦୌ ପସନ୍ଦ କରନ୍ତି ନାହିଁ ।

– ସର୍ବଦା ନର୍ଭସ ରହୁଥିବା ପୁଅମାନଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତ ନାହିଁ । ନର୍ଭସନେସ୍ ଆପଣଙ୍କର ବ୍ୟକ୍ତିତ୍ୱକୁ ଅବକ୍ଷୟ କରିଦେଇଥାଏ । ସେଥିପାଇଁ ଝିଅମାନେ ସାଧାରଣତଃ ଦୃଢ଼ ଆତ୍ମବିଶ୍ୱାସୀ ପୁଅମାନଙ୍କୁ ବେଶି ପସନ୍ଦ କରିଥାନ୍ତି ।

– ଯଦି ଆପଣଙ୍କଠାରେ ଆତ୍ମବିଶ୍ୱାସର ଅଭାବ ରହିଛି, ଆପଣ ପାର୍ଟନରଙ୍କ ସମ୍ମୁଖରେ କିଛି କହିବାକୁ ଭୟ କରୁଛନ୍ତି, ତେବେ ଜାଣି ରଖନ୍ତୁ ଏହି ଡର ଆପଣଙ୍କର ପ୍ରେମ ରାସ୍ତାରେ ଏକ ବଡ଼ କଣ୍ଟା ହୋଇ ରହିବ ।

– କିଛି ପୁଅ ସେମାନଙ୍କର ପାର୍ଟନରଙ୍କୁ ଡେଟରେ ନେଇ ଯାଇଥିବା ସମୟରେ କେବଳ ନିଜ ବିଷୟରେ ଗପି ଚାଲିଥାନ୍ତି । ଯେପରିକି ନିଜର ପରିବାର, ବନ୍ଧୁ ପରିଜନ, ଚାକିରି, ବିଜିନେସ ଆଦି । ଏହା ଆପଣଙ୍କ ପାର୍ଟନରଙ୍କୁ ଆଦୌ ଭଲ ଲାଗେ ନାହିଁ ।

– ଯଦି ଆପଣ ପ୍ରଥମ ଥର ପାଇଁ ଡେଟରେ ଯାଉଛନ୍ତି, ତେବେ କିଛି କହିବା ପୂର୍ବରୁ ପ୍ରଥମେ ପାର୍ଟନରଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣି ରଖନ୍ତୁ ।

Get real time updates directly on you device, subscribe now.

Leave A Reply

Your email address will not be published.