-
World 114,379,919
WorldConfirmed: 114,379,919Active: 21,911,249Recovered: 89,931,084Death: 2,537,586 -
USA 29,202,824
USAConfirmed: 29,202,824Active: 9,045,632Recovered: 19,632,523Death: 524,669 -
India 11,096,731
IndiaConfirmed: 11,096,731Active: 164,475Recovered: 10,775,169Death: 157,087 -
Brazil 10,517,232
BrazilConfirmed: 10,517,232Active: 876,529Recovered: 9,386,440Death: 254,263 -
Russia 4,234,720
RussiaConfirmed: 4,234,720Active: 349,571Recovered: 3,799,406Death: 85,743 -
UK 4,170,519
UKConfirmed: 4,170,519Active: 1,201,606Recovered: 2,846,208Death: 122,705 -
Italy 2,907,825
ItalyConfirmed: 2,907,825Active: 411,966Recovered: 2,398,352Death: 97,507 -
Turkey 2,693,164
TurkeyConfirmed: 2,693,164Active: 98,938Recovered: 2,565,723Death: 28,503 -
Germany 2,444,177
GermanyConfirmed: 2,444,177Active: 130,388Recovered: 2,243,200Death: 70,589 -
Pakistan 579,973
PakistanConfirmed: 579,973Active: 21,836Recovered: 545,277Death: 12,860 -
China 89,893
ChinaConfirmed: 89,893Active: 218Recovered: 85,039Death: 4,636
ଯେତେବେଳେ ଆମେ ଏକ ରିଲେସନସିପରେ ଥାଉ, ଆମେ ତାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଉ । ମାତ୍ର ଅନେକ କ୍ଷେତ୍ରରେ ସମ୍ପର୍କ ଅଧାରୁ ଭାଙ୍ଗିଯାଉଥିବା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଝିଅମାନଙ୍କ ହୃଦୟରେ ଜଣଙ୍କ ପାଇଁ ନିଶ୍ଚିତ ଭାବେ ଭଲପାଇବା ରହିଥାଏ । ପୁଅମାନଙ୍କର ଏପରି କିଛି ଅଭ୍ୟାସ ସେମାନଙ୍କୁ ଝିଅଙ୍କ ଠାରୁ ଦୂରେଇ ଦେଇଥାଏ । ଆସନ୍ତୁ ଜାଣିବା ପୁଅମାନଙ୍କର ସେହି ଗୁଣ ବିଷୟରେ, ଯାହାକୁ ଝିଅମାନେ ଆଦୌ ପସନ୍ଦ କରନ୍ତି ନାହିଁ ।
– ସର୍ବଦା ନର୍ଭସ ରହୁଥିବା ପୁଅମାନଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତ ନାହିଁ । ନର୍ଭସନେସ୍ ଆପଣଙ୍କର ବ୍ୟକ୍ତିତ୍ୱକୁ ଅବକ୍ଷୟ କରିଦେଇଥାଏ । ସେଥିପାଇଁ ଝିଅମାନେ ସାଧାରଣତଃ ଦୃଢ଼ ଆତ୍ମବିଶ୍ୱାସୀ ପୁଅମାନଙ୍କୁ ବେଶି ପସନ୍ଦ କରିଥାନ୍ତି ।
– ଯଦି ଆପଣଙ୍କଠାରେ ଆତ୍ମବିଶ୍ୱାସର ଅଭାବ ରହିଛି, ଆପଣ ପାର୍ଟନରଙ୍କ ସମ୍ମୁଖରେ କିଛି କହିବାକୁ ଭୟ କରୁଛନ୍ତି, ତେବେ ଜାଣି ରଖନ୍ତୁ ଏହି ଡର ଆପଣଙ୍କର ପ୍ରେମ ରାସ୍ତାରେ ଏକ ବଡ଼ କଣ୍ଟା ହୋଇ ରହିବ ।
– କିଛି ପୁଅ ସେମାନଙ୍କର ପାର୍ଟନରଙ୍କୁ ଡେଟରେ ନେଇ ଯାଇଥିବା ସମୟରେ କେବଳ ନିଜ ବିଷୟରେ ଗପି ଚାଲିଥାନ୍ତି । ଯେପରିକି ନିଜର ପରିବାର, ବନ୍ଧୁ ପରିଜନ, ଚାକିରି, ବିଜିନେସ ଆଦି । ଏହା ଆପଣଙ୍କ ପାର୍ଟନରଙ୍କୁ ଆଦୌ ଭଲ ଲାଗେ ନାହିଁ ।
– ଯଦି ଆପଣ ପ୍ରଥମ ଥର ପାଇଁ ଡେଟରେ ଯାଉଛନ୍ତି, ତେବେ କିଛି କହିବା ପୂର୍ବରୁ ପ୍ରଥମେ ପାର୍ଟନରଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣି ରଖନ୍ତୁ ।