ଆଜି ବଢ଼ିଲା ସୁନା ର ଦାମ , ଜାଣନ୍ତୁ କେତେ

0
COVID-19 Updates
  • World 116,684,542
    World
    Confirmed: 116,684,542
    Active: 21,795,896
    Recovered: 92,296,352
    Death: 2,592,294
  • USA 29,593,704
    USA
    Confirmed: 29,593,704
    Active: 8,874,812
    Recovered: 20,183,329
    Death: 535,563
  • India 11,192,088
    India
    Confirmed: 11,192,088
    Active: 180,267
    Recovered: 10,854,128
    Death: 157,693
  • Brazil 10,871,843
    Brazil
    Confirmed: 10,871,843
    Active: 937,485
    Recovered: 9,671,410
    Death: 262,948
  • Russia 4,301,159
    Russia
    Confirmed: 4,301,159
    Active: 327,553
    Recovered: 3,885,321
    Death: 88,285
  • UK 4,207,304
    UK
    Confirmed: 4,207,304
    Active: 938,476
    Recovered: 3,144,567
    Death: 124,261
  • Italy 3,023,129
    Italy
    Confirmed: 3,023,129
    Active: 456,470
    Recovered: 2,467,388
    Death: 99,271
  • Turkey 2,757,460
    Turkey
    Confirmed: 2,757,460
    Active: 119,711
    Recovered: 2,608,848
    Death: 28,901
  • Germany 2,493,887
    Germany
    Confirmed: 2,493,887
    Active: 122,190
    Recovered: 2,299,400
    Death: 72,297
  • Pakistan 588,728
    Pakistan
    Confirmed: 588,728
    Active: 17,352
    Recovered: 558,210
    Death: 13,166
  • China 89,962
    China
    Confirmed: 89,962
    Active: 173
    Recovered: 85,153
    Death: 4,636

କ୍ରମାଗତ ଭାବେ ହ୍ରାସ ପାଇବା ପରେ , ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ହୋଇଛି । ବିଶ୍ୱ ବଜାରରେ ମଜ୍‌ବୁତ୍‌ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍‌ରେ ୩୩୭ଟଙ୍କା ବୃଦ୍ଧି ହୋଇ ପ୍ରତି ଦଶ ଗ୍ରାମ ପିଛା ମୂଲ୍ୟ ୪୬,୩୭୨ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ସୁନା ଦଶ ଗ୍ରାମ୍‌ ପ୍ରତି ୪୬,୦୩୫ ଟଙ୍କାରେ ବନ୍ଦ ହୋଇଥିଲା ।

ଏଥି ସହିତ ରୁପାର ମୂଲ୍ୟରେ ମଧ୍ୟ ଆଜି ସାମାନ୍ୟ ବୃଦ୍ଧି ହୋଇଛି । ରୁପା ର ଦାମ କିଲୋଗ୍ରାମ ପ୍ରତି ୧,୧୪୯ ଟଙ୍କା ବଢ଼ି ୬୯,୬୬୭ ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ରୁପାର ଦାମ୍‌ ୬୮,୫୧୮ ଟଙ୍କା ପ୍ରିତି କେଜିରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.