-
World 116,684,542
WorldConfirmed: 116,684,542Active: 21,795,896Recovered: 92,296,352Death: 2,592,294 -
USA 29,593,704
USAConfirmed: 29,593,704Active: 8,874,812Recovered: 20,183,329Death: 535,563 -
India 11,192,088
IndiaConfirmed: 11,192,088Active: 180,267Recovered: 10,854,128Death: 157,693 -
Brazil 10,871,843
BrazilConfirmed: 10,871,843Active: 937,485Recovered: 9,671,410Death: 262,948 -
Russia 4,301,159
RussiaConfirmed: 4,301,159Active: 327,553Recovered: 3,885,321Death: 88,285 -
UK 4,207,304
UKConfirmed: 4,207,304Active: 938,476Recovered: 3,144,567Death: 124,261 -
Italy 3,023,129
ItalyConfirmed: 3,023,129Active: 456,470Recovered: 2,467,388Death: 99,271 -
Turkey 2,757,460
TurkeyConfirmed: 2,757,460Active: 119,711Recovered: 2,608,848Death: 28,901 -
Germany 2,493,887
GermanyConfirmed: 2,493,887Active: 122,190Recovered: 2,299,400Death: 72,297 -
Pakistan 588,728
PakistanConfirmed: 588,728Active: 17,352Recovered: 558,210Death: 13,166 -
China 89,962
ChinaConfirmed: 89,962Active: 173Recovered: 85,153Death: 4,636
କ୍ରମାଗତ ଭାବେ ହ୍ରାସ ପାଇବା ପରେ , ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ହୋଇଛି । ବିଶ୍ୱ ବଜାରରେ ମଜ୍ବୁତ୍ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍ରେ ୩୩୭ଟଙ୍କା ବୃଦ୍ଧି ହୋଇ ପ୍ରତି ଦଶ ଗ୍ରାମ ପିଛା ମୂଲ୍ୟ ୪୬,୩୭୨ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ସୁନା ଦଶ ଗ୍ରାମ୍ ପ୍ରତି ୪୬,୦୩୫ ଟଙ୍କାରେ ବନ୍ଦ ହୋଇଥିଲା ।
ଏଥି ସହିତ ରୁପାର ମୂଲ୍ୟରେ ମଧ୍ୟ ଆଜି ସାମାନ୍ୟ ବୃଦ୍ଧି ହୋଇଛି । ରୁପା ର ଦାମ କିଲୋଗ୍ରାମ ପ୍ରତି ୧,୧୪୯ ଟଙ୍କା ବଢ଼ି ୬୯,୬୬୭ ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ରୁପାର ଦାମ୍ ୬୮,୫୧୮ ଟଙ୍କା ପ୍ରିତି କେଜିରେ ବନ୍ଦ ହୋଇଥିଲା ।