fbpx
BSKY SKY
BSKY SKY

ଠିକ୍ ଭାବେ ହାତ ଧୋଇବା ଶିଖାଉଛି ଗୁଗୁଲ ଡୁଡଲ, ଦେଖନ୍ତୁ

BSKY

ନୂଆଦିଲ୍ଲୀ,୨୦ ।୩: ସାରା ବିଶ୍ୱରେ କରୋନା ଭାଇରସ୍ ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ସଚେତନତା ପାଇଁ ଗୁଗୁଲ ନିଜର ଡୁଡଲ ମାଧ୍ୟମରେ ହାତ ହୋଇବାର ସଠିକ୍ ପ୍ରଣାଳୀ ଦେଖାଇଛି । ଡୁଡଲ ମାଧ୍ୟମରେ ଗୁଗୁଲ ଜଣେ ବିଶେଷ ବ୍ୟକ୍ତିଙ୍କୁ ମନେ ପକାଇଛି, ଯେ କି ହାତ ଧୋଇବାର ଲାଭ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିଲେ । ସେ ହେଉଛନ୍ତି ଡକ୍ଟର ଇଗନାଜ ସେମେଲୱିସ୍ । ତାଙ୍କ ଚିତ୍ର ଗୁଗୁଲ ଡୁଡଲରେ ହାତ ଧୋଇବାର ପ୍ରଣାଳୀ ସହ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.