fbpx

ରାଉରକେଲାରେ ପୁଣି GST ବିଭାଗର ଚଢ଼ାଉ, ଦୁଇ ବ୍ୟବସାୟୀ ଅଟକ

AAKASH

ରାଉରକେଲା,୨୧ ।୧୨(ଓଡିଶା ଭାସ୍କର): ରାଉରକେଲା ସହରରେ ବାରମ୍ବାର GST ଠକେଇ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ରାଉରକେଲାର ୪ଟି ସ୍ଥାନରେ ଆଜି ପୁଣି GST ବିଭାଗ ଚଢାଉ କରିଛି । ଆଜି ସକାଳୁ ଯାଜପୁର ଓ ରାଉରକେଲା GST ଟିମ୍ ମିଳିତ ଭାବେ ବନ୍ଧମୁଣ୍ଡା, ବାସନ୍ତୀ କଲୋନି, ଛେଣ୍ଡ କଲୋନି ସମେତ ୪ଟି ସ୍ଥାନରେ ଚଢ଼ାଉ ରଖିଛନ୍ତି । ୪୨ କୋଟି ଠକେଇ ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.