fbpx

ଟିକାକରଣ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

Advertisement

ନୂଆଦିଲ୍ଲୀ,୧୪ ।୧୨: ଦେଶରେ ହେବାକୁ ଥିବା ଟିକାକରଣ ପାଇଁ ଆଜି ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ପ୍ରତି ଦିନ ପ୍ରତି ସେସନରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ । ଟିକା ଦିଆଯିବା ପରେ ବ୍ୟକ୍ତିଙ୍କୁ ୩୦ ମିନିଟ୍ ଅନୁଧ୍ୟାନ କରାଯିବ । ଟିକାକରଣ ପାଇଁ ଟିମରେ ୫ଜଣ ସଦସ୍ୟ ରହିବେ । ଟିକା ନେଇଥିବା ବ୍ୟକ୍ତିଙ୍କ ପାଶ୍ୱର୍ ପ୍ରତିକ୍ରିୟା ନେଇ ଅନୁଧ୍ୟାନ ହେବ । ଟିକା ନେବା ପାଇଁ CO-WIN ବା କୋଭିଡ ଭ୍ୟାକସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ୱେବସାଇଟରେ ପଞ୍ଜୀକରଣ ହେବ । ପଞ୍ଜୀକରଣ ପାଇଁ ୧୨ ପ୍ରକାର ଫଟୋ ପରିଚୟ ପତ୍ର ଦେଇପାରିବେ ।

Get real time updates directly on you device, subscribe now.