fbpx

ଦିନ ୧୦ ଯାଏ ଟ୍ଵିନ ସିଟିରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧/୧୦(ଓଡ଼ିଶା ଭାସ୍କର)(SR): ଟ୍ଵିନ ସିଟିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଦିନ ୧୦ ଯାଏଁ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବ। ଘଣ୍ଟାକୁ ୨ରୁ ୩ ସେମିରେ ବର୍ଷିବ। ଏନେଇ ଯଥାସମ୍ଭବ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.