fbpx

ଲକଡାଉନ ରେ ଘରୁ ବାହାରି ପାରୁନଥିବା ଦିନ ମଜୁରିଆଙ୍କୁ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ଆର୍ଥିକ ସହାୟତା

ଲକଡାଉନ ରେ ଘରୁ ବାହାରି ପାରୁନଥିବା ଦିନ ମଜୁରିଆ ଭାଇ ମାନଂକୁ ଆର୍ଥିକ ସହାୟତା !

ଏମିତି ଏକ କାର୍ଯ୍ୟ ଦେଖିବାକୁ ମିଳିଛି ବାଲିକୁଦା ଏରସମା ୟୁଥ ଫାଉଣ୍ଡେସନ ଦ୍ୱାରା ବିଗତ ଦିନ ମାନଙ୍କ ରେ ଅନେକ ଗୁଡିଏ ଲୋକ ସେବା କାର୍ଯ୍ୟ କରିଥିବା ୟୁଥ ଫାଉଣ୍ଡେସନ ଗତ କାଲି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଢ଼ଙ୍ଗା ଗ୍ରାମ ପଞ୍ଚାୟତ ରେ ଲକଡାଉନ ରେ ଘରୁ ବାହାରି ପାରୁନଥିବା କିଛି ଦିନ ମଜୁରିଆ ପରିବାକୁ 500ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଧାନ କରିଛନ୍ତି ! ସାରା ଭାରତ ର ଅର୍ଥ ନୀତି ଦୁର୍ବଳ ଥିଲା ବେଳେ ଗରିବ ଅର୍ଥ ନୀତି ବହୁତ ଦୟନିଅ ଏହାକୁ ଅନୁଭବ କରି ୟୁଥ ଫାଉଣ୍ଡେସନ ର ଉପଦେଷ୍ଟା ଇଂ ମାନସ ରଞ୍ଜନ ସାହୁ କିଛି ଦିନ ମଜୁରିଆ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ୟୁଥ ଫାଉଣ୍ଡେସନ ର ସଦ୍ୟସ ମାନଙ୍କୁ ପରାମର୍ଶ ଦେଇଥିଲେ ! ଏଥିରେ ୟୁଥ ଫାଉଣ୍ଡେସନ ର ସଦସ୍ୟ କମଳା କାନ୍ତ ମହାପାତ୍ର, ରମେଶ ଚନ୍ଦ୍ର ବହିରା, ରଶ୍ମି ରଞ୍ଜନ ବାରିକ, ତାପସ ବିଶ୍ୱାଲ, ଅମୀୟ ନାୟକ ପ୍ରମୁଖ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ଏଭଳି କାର୍ଯ୍ୟ କୁ ଅଂଚଳ ବସି ପ୍ରଶଂସା କରିବା ସହିତ ସର୍ବଦା ୟୁଥ ଫାଉଣ୍ଡେସନ ସାଥିରେ ଅଛୁ ବୋଲି କହିଥିଲେ !

Get real time updates directly on you device, subscribe now.