fbpx
BSKY SKY
BSKY SKY

ଭୁବନେଶ୍ୱରରେ କରୋନା ସ୍ଥିତି ଭୟଙ୍କର! ଦିନକରେ ୧୨୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

BSKY

ଭୁବନେଶ୍ୱର,୧୭ ।୭(ଓଡିଶା ଭାସ୍କର): ଆଜି ରାଜ୍ୟରେ ସର୍ବାଧିକ ୭୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୪ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱେରେ କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଲାଣି । ଗୋଟିଏ ଦିନରେ ଭୁବନେଶ୍ୱରରୁ ଆଜି ସର୍ବାଧିକ ୧୨୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୧,୦୪୩କୁ ବୃଦ୍ଧି ପାଇଛି । ପଜିଟିଭଙ୍କ ମଧ୍ୟରେ ୧୧ ମୃତ୍ୟୁବରଣ କରିଥିବା ବେଳେ ୪୫୭ ସୁସ୍ଥ ଓ ୫୭୪ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱରର କେଉଁଠୁ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି..

Get real time updates directly on you device, subscribe now.