fbpx
BSKY
BJD MC SKY
BJD MS SKY

୫ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଗତ ଦୁଇ ଦିନ ବାତ୍ୟା ଅମ୍ଫନ ପାଇଁ ବର୍ଷା ହୋଇଥିଲା ଏବଂ ତାପମାତ୍ରା କମ ଥିଲା । କିନ୍ତୁ ଆଜିଠାରୁ ୨୭ତାରିଖ ଯାଏଁ ୫ଜିଲ୍ଳାରେ ତାପମାତ୍ରା ଅଧିକ ରହିବ । ଏନେଇ  ୫ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୁଳ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ।

Get real time updates directly on you device, subscribe now.