fbpx

ଜାଣନ୍ତୁ, ଆଜି କଣ ରହିଛି ଆପଣଙ୍କ ରାଶିରେ (ବୁଧବାର, ୧୬ ସେପ୍ଟେମ୍ବର ୨୦୨୦)

ମେଷ -ଆଜି ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟେର ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଅୋପ ଅୋପ ଦେୁରଇଯିବ । ସାମୟିକ ଭାବେର ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।
ବୃଷ -ଆଜି ଆପଣଙ୍କ ଘେର ଖୁସିର ପରେିବଶ ରହେିବ । ଆଜି ଆପଣ ଏବଂ ଆପଣଙ୍କ ଘରେଲୋକ ମଉଜ ମଜଲିସେର ମଜ୍ଜି ରହେିବ । ବେିଦଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।
ମିଥୁନ -ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ ,ନଚେତ୍ ତାହା ହଜିଯିବାର ସମ୍ଭାବନା ଅଛି । ଅୋଦø ଚିନ୍ତା କରନ୍ତୁ ନାହିଁ । କେବଳ ସତକର୍ତା ଅବଲମ୍ବନ କରନ୍ତୁ ।
କକର୍ଟ -ଯେକøଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈଯ଼ର୍୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧେର ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖେôବ ।
ସିଂହ -ଆଜି ଦିନେର ଆପଣ ଆଳସ୍ୟ ଅନୁଭବ କରେିବ । କିନ୍ତୁ ବତ୍ତର୍ମାନ ଆପଣ ଆଳସ୍ୟର ସମୟ କଟାେଇଲ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟେର ନିଜକୁ ନେିୟାଜିତ ରଖନ୍ତୁ ।
କନ୍‌ଯା -ଆଜି ଆପଣ ଆତ୍ମବେିଶ୍ଳଷଣେର ସମୟ ବିତାେଇବ । ଆପଣ େକେତ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟେର ଚିନ୍ତା କରେିବ ଏବଂ ଭବିଷ୍ୟତେର କଣ କରେିବ ମଧ୍ୟ ଯୋଜନା କରେିବ
ତୁଳା -ଆପଣଙ୍କ ମାନସିକ ଅବସ୍ଥୋର କିଛି ପରିବତ୍ତର୍ନ ହେବ ଏବଂ ଦିନତମାମ ଆପଣଙ୍କ ଏକାଗ୍ରତାର ଆଘାତ ସୃଷ୍ଟି ହେବ । କାହାରି ଉପେର ଅଯ଼ଥୋର ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ
ବିଛା -ଆପଣଙ୍କ ସୁଖ ସମ୍ବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରେିବ ନାହିଁ ।
ଧନୁ -ଲମ୍ବା ସମୟ ଧରି ଅମୀମାଂସିତ ହୋଇରହିଥିବା କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷେର ଯିବ । ଏ ସମସ୍ୟା ଆପଣଙ୍କୁ ବହୁତ ହଇରାଣ କରୁଥିଲା । େଏବ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଜୀବନଧାରା ସ୍ୱାଭାବିକ ରେୂପ ଚାଲିବ ।
ମକର -ଆଜି ଆପଣ ମାନସିକ ଶାନ୍ତିରୁ ବଞ୍ଚିତ ରହେିବ । କୌଣସି ମେନାରଞ୍ଜନ କାର୍ଯ୍ୟେର ଭାଗେନେଲ ବହୁତ ଉତ୍ତମ ।
କୁମ୍ଭ -ସାମାନ୍ୟ ବିବ୍ରତ ରହେିବ । ଦାୟିତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବୋର ଅସୁବିଧା ହୋଇପୋର । ବନ୍ଧୁ ମାନଙ୍କସହ ଫୋନ ମାଧ୍ୟମେର ବାର୍ତ୍ତାଳାପ କିଛି ସମୟ କଟିପେର । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।

ମୀନ -ବହୁଦିନର ଲମ୍ବା ପ୍ରତୀକ୍ଷା ପେର ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷେର ଯିବ, େଏବ ଆପଣ ଶାନ୍ତେିର ନିଶ୍ୱାସ ନେଇ ପାରେିବ, ଆପଣଙ୍କ ଓକିଲଙ୍କ ପରାମର୍ଶ େଏବ କାମେର ଲାଗିବ ।

Get real time updates directly on you device, subscribe now.