![AAKASH](https://odishabhaskar.com/wp-content/uploads/2024/06/Web-.jpg)
ମୀନ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସଫଳତା ପୂର୍ବକ ସମ୍ପର୍ଣ୍ଣ ହେବ। ଚାକିରି ଏବଂ ବ୍ୟବସାୟରେ ପ୍ରମୋଶନ ଏବଂ ବୃଦ୍ଧି ହେବ। ବ୍ୟାପାରିମାନଙ୍କ ରୋକିଥିବା ଧନ ମିଳିବ। ପିତା ତଥା ବୃଦ୍ଧବର୍ଗଙ୍କଠାରୁ ଲାଭ ହେବ। ଆର୍ଥିକ ଲାଭ ଏବଂ ପରିବାରରେ ଆନନ୍ଦ ରହିବ। ସରକାରଙ୍କର ତରଫରୁ ଲାଭ ମିଳିବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।