fbpx

ରାଶିଫଳ(ବୁଧବାର,୧୫ ସେପ୍ଟେମ୍ବର,୨୦୨୧)

ମେଷ – ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ । ପରିବାରର ସୁଖମୟ ରହିବ । ଶତ୍ରୁଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ଦୁର୍ଘଟଣା ଦ୍ଵାରା ଶାରୀରିକ ହାନି ହୋଇପାରେ । ସାବଧାନ ରୁହନ୍ତୁ । କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ ।
ବୃଷ – କୌଣସି ମହିଳା ସହ ସାକ୍ଷାତ ହୋଇପାରେ ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କୋର୍ଟ କଚେରୀ ମାମଲା ଆଗକୁ ବଢିବ ନାହିଁ । କାମର ଚିନ୍ତା ଆପଣଙ୍କ ମୁଣ୍ଡରେ ରହିବ । ଯେଉଁ କାରଣରୁ ପରିବାର ଓ ବନ୍ଧୁମାନଙ୍କ ପାଇଁ ସମୟ ବାହାର କରି ପାରିବେ ନାହିଁ । କହିବାକୁ ଗଲେ ଦାମ୍ପତ୍ୟ ଜୀବନରେ ସୁଖମୟ ପରିସ୍ଥିତି ରହିବ ।
ମିଥୁନ – ସ୍ଥାୟୀ ସମ୍ପତ୍ତିରୁ ଲାଭ ପ୍ରାପ୍ତହେବ । କାରବାରରେ ବୁଦ୍ଧି ହେବ । ରୋଜଗାରରେ ବୁଦ୍ଧି ହେବ । ପାର୍ଟନର ସହଯୋଗ ମିଳିବ । ଅଟକିଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କ ଆଦର ସମ୍ମାନ ହେବ । ଆଜି ଆପଣ ରୋମାଞ୍ଚକ କାର୍ଯ୍ୟ କରିବେ । ଆପଣ ଆଜି ଘରକରଣା ଜିନିଷ କ୍ରୟ କରି ପାରନ୍ତି । ସନ୍ତାନ ତରଫରୁ ଶୁଭ ସମାଚାର ମିଳିପାରେ । ବ୍ୟାପାରରେ ନୂଆ ଅନୁବନ୍ଧ ହୋଇପାରେ । ଉତ୍ସାହର ସହିତ କାର୍ଯ୍ୟ କରିବେ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ ।
କର୍କଟ – ପ୍ରେମ ସମ୍ପର୍କରେ ବିବାଦ ଆସିପାରେ । ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ । ବ୍ୟାପାର କିମ୍ବା ଚାକିରିରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ। ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖି ଆପଣଙ୍କ ହୃଦୟ ଓ ମସ୍ତିଷ୍କ ଭଲ ରହିବ। ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ ।
ସିଂହ – କାର୍ଯ୍ୟ କ୍ଷତ୍ରରେ ନୂଆ ଦାୟିତ୍ଵ ମିଳିପାରେ । ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ । କୌଣସି ମହିଳା ମିତ୍ରର ସହଯୋଗ କରି ପାରନ୍ତି । ମାତା ପିତାଙ୍କ ସହ ନିଜର ଖୁସିକୁ ବାଣ୍ଟନ୍ତୁ । ସ୍ୱାସ୍ଥ୍ୟ କମଜୋର ରହିବ । କାମରେ ରୁଚି ବଢିବ ନାହିଁ । ବାଣୀରେ ସଂଯମତା ରଖନ୍ତୁ । ପାରବାରିକ ସହଯୋଗ ମିଳିବ । କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
କନ୍ୟା – ସମାଜ ସେବା କାର୍ଯ୍ୟରେ କାମ କରିବା ପାଇଁ ପ୍ରେରଣା ମିଳିବ, ମାନ ସମ୍ମାନ ମିଳିବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ମିଳିବ । ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ । ଭାଗ୍ୟର ସାଥ ମିଳିବ । ନିଜକୁ ନେଇ ଦୁ୍ଖିଃ ରହିବା ଦ୍ଵାରା କିଛି ବି ହାସଲ ହେବ ନାହିଁ । ପରିବାର ସହିତ ବାଦ ବିବାଦ କରନ୍ତୁ ନାହିଁ । ବ୍ୟବସାୟ ରେ କିଛି ହାନିର ଯୋଗ ଅଛି ।
ତୁଳା – ମିତ୍ରଙ୍କ ଠାରୁ ସହଯୋଗ ମିଲିବ ନାହିଁ, ଶତ୍ରୁପକ୍ଷ ବଳବାନ ରହିବେ ତେଣୁ ନ ପଢି କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ଘରେ ଚିନ୍ତାର ପରିବେଶ ରହିବ । ଶାରିରୀ ସମସ୍ୟା ରହିପାରେ । ଖର୍ଚ ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ଓ କେବଳ ଜରୁରୀ ଜିନିଷ ହିଁ କ୍ରୟ କରନ୍ତୁ । ଉତ୍ସାହବର୍ଧକ ସୂଚନା ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
ବିଚ୍ଛା – ପରିବାର ସହିତ ସମୟ ବ୍ୟତୀତ କରିବାର ଅବସର ମିଳିବ । ବୟସ୍କ ଲୋକମାନଙ୍କ ପ୍ରେମ ଓ ଆଶୀର୍ବାଦ ମିଳିବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ମାର୍ଗଦର୍ଶନ ଓ ସହଯୋଗ ପ୍ରାପ୍ତ ହେବ । ବୁଦ୍ଧିମାନର ସହ ନିବେଶ କରନ୍ତୁ ନିବେଶ ଇତ୍ୟାଦିରେ ଲାଭ ମିଳିବ। ସନ୍ତାନ ତରଫରୁ ଶୁଭ ସମାଚାର ମିଳିବ। ପ୍ରାପ୍ତ ହୋଇଥିବା ଟଙ୍କା ଆପଣଙ୍କ ଆଶା ଅନୁସାରେ ହେବ ନାହିଁ । ପ୍ରେମ ମାମଲାରେ କିଛି ପରିବର୍ତ୍ତନ ନଜର ଆସିବା  ।
ଧନୁ – କାର୍ଯ୍ୟ କ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ପତ୍ନୀ ଓ ପିଲାଙ୍କ ସହିତ ସମସ୍ତ ସମସ୍ୟା ବିଷୟରେ କଥାବାର୍ତ୍ତା କରନ୍ତୁ । ଚାକିରିରେ ଅଧିକାରୀ ବର୍ଗ ଉପେକ୍ଷା କରିବେ । ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । କୁ ସଂଗତିରୁ ଦୂରେଇ ରୁହନ୍ତୁ । ଫାଲତୁ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭଲ ଜିନିଷକୁ ହିଁ ଗ୍ରହଣ କରନ୍ତୁ କରଜ ନିଅନ୍ତୁ ନାହିଁ । କୌଣସି ବିବାଦରେ ବିଜୟ ମିଳିବ । ବ୍ୟବସାୟ ଭଲ ହୋଇପାରେ । କିଛି କାମ ଅଧିକ ବ୍ୟୟ ପ୍ରମାଣିତ ହେବ ।
ମକର – ଡୁବି ଯାଇ ଥିବା ଟଙ୍କା ମିଳିବାର କମ ସମ୍ଭାବନା ଅଛି । ଭାଗ୍ୟର ସାଥ ମିଳିବ ନାହିଁ । କାହା ସାହିତ ବି ଝଗଡା କରନ୍ତୁ ନାହିଁ, ନୂଆ କାର୍ଯ୍ୟ ମିଳିବ, ପ୍ରୟାସ ଦ୍ଵାରା ନିଶ୍ଚିତ ରୂପରେ ସଫଳ ହେବେ । ଆପଣ କୌଣସି ଭୁଲ ନିଷ୍ପତି ନେବା ଦ୍ଵାରା ଆପଣଙ୍କୁ ଆର୍ଥିକ କ୍ଷତି ହୋଇପାରେ । ଗୁରୁଜନମାନଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ ।
କୁମ୍ଭ – କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ରଖିବେ । ବ୍ୟବସାୟରେ ନୂଆ ଯୋଜନା କରି ସଫଳ ହେବେ। ମିତ୍ରଙ୍କ ଠାରୁ କିମ୍ବା ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିପାରେ । ଯଦି ଆପଣଙ୍କ ଯୋଜନା ବାହାର ବୁଲିବାର ହୋଇଥାଏ ତେବ ତାହା ବିଫଳ ହୋଇଯିବ । ନିଜର ଆୟ ଉପରେ ଧ୍ୟାନ ଦିଅନ୍ତୁ । ପାରିବାରିକ ସୁଖ ଶାନ୍ତି ମିଳିବ । ଆରାମ ଓ ମନୋରଞ୍ଜନ ଉପରେ ବ୍ୟୟ କରିବେ ଆପଣଙ୍କ ପରିଜନ ଆପଣଙ୍କ ସାଥ ଦେବେ ।
ମୀନ – ନିଜର ମାତା ପିତାଙ୍କୁ ଖୁସି କରିବାରେ ସଫଳ ହେବେ । ଘର ଓ ବାହାରରେ ପ୍ରସନ୍ନତା ରହିବ । କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାହା ବିଷୟରେ ବୁଝି ନିଅନ୍ତୁ । ଆବଶ୍ୟକ ଜିନିଷ ହଜି ପାରେ । ଚିନ୍ତାରେ ରହିବେ । ବ୍ୟବସାୟରେ ଲାଭ ମିଳିବ । ବାହାର କାମରେ ସଫଳତା ମିଳିପାରେ । କାହାର ସହଯୋଗ ପ୍ରାପ୍ତ ହେବ । ଘରର ଲୋକମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରି ପାରନ୍ତି ।

Get real time updates directly on you device, subscribe now.