fbpx

ସୋମବାର ସକାଳ ୧୦ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ବିଧାନସଭାରେ ପୁଣି ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି । ଗୃହ ମଧ୍ୟ ଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ହଟ୍ଟଗୋଳ ମଧ୍ୟରେ ଗୃହରେ ଉପସ୍ଥାପନ ହୋଇଛି ୮ଟି ବିଲ୍ । ହଟ୍ଟାଗୋଳ ଯୋଗୁଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ବିଷୟରେ ଆଲୋଚନା ହୋଇପାରିଲା ନାହିଁ । ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ସୋମବାର ସକାଳ ୧୦ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.