fbpx

ଅଧିକ ଦିନ କେମିତି ବଞ୍ଚିଥାନ୍ତି: ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ

ଓଡିଶା ଭାସ୍କର: ବୟସ ବଢିବା ସହିତ ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତଥାପି କିଛି ଲୋକ ୧୦୦ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ପାଇଁ ବଞ୍ଚନ୍ତି ଚାହାଁନ୍ତି । ନିକଟରେ ହୋଇଥିବା ଏକ ଗବେଷଣାରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଶହେ ବର୍ଷରୁ ଅଧିକ ସମୟ ବଞ୍ଚୁଥିବା ଲୋକଙ୍କ ରକ୍ତରେ କିଛି ବିଶେଷ ପାର୍ଥକ୍ୟ ରହିଛି। ତେବେ ଏ ସମ୍ପର୍କରେ ଆସନ୍ତୁ ଜାଣିବା…..

ଯେଉଁ ଲୋକମାନେ ଶହେ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି, ସେମାନଙ୍କ ରକ୍ତରେ ଗ୍ଲୁକୋଜ, କ୍ରିଏଟିନାଇନ୍ ଏବଂ ୟୁରିକ୍ ଏସିଡ୍ କମ୍ ରହିଥାଏ । ଶରୀରରେ ଏହି ଉପାଦାନ ଗୁଡିକ ହେତୁ ମେଟାବୋଲିଜିମ୍ ପ୍ରକ୍ରିୟାକୁ ପ୍ରତିଫଳିତ କରିଥାଏ । ସେଥିଲାଗି ଜଣେ ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ । ଯେଉଁମାନେ ଅଧିକ ଦିନ ବଞ୍ଚନ୍ତି ମେଟାବୋଲିଜିମ୍ ସହିତ ଜଡିତ କିଛି ଉପାଦାନର ସ୍ତର ସନ୍ତୁଳିତ ରହିଥାଏ । ଏଥିପାଇଁ ଶରୀରର ଅଙ୍ଗଗୁଡ଼ିକର ସଠିକ୍ ଭାବରେ କାର୍ୟ୍ୟ ମଧ୍ୟ କାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.