fbpx

କରୋନା ପାଇଁ ଦିଆଯିବ ହାଇଡ୍ରୋକ୍ଲୋରୋକୁଇନ୍ !

ନୂଆଦିଲ୍ଲୀ,୨୩ ।୩: ଏଣିକି କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କୁ ଦିଆଯିବ ହାଇଡ୍ରୋକ୍ଲୋରୋକୁଇନ୍ । ଅତି ଜରୁରୀ ପରିସ୍ଥିତିରେ ହାଇଡ୍ରୋକ୍ଲୋରୋକୁଇନ୍ ଦେବାକୁ ପରାମର୍ଶ ଦିଆଯାଇଛି । ଏନେଇ କରୋନ ପାଇଁ ଗଠିତ ହୋଇଥିବା ଜାତୀୟ ଡାସ୍କ ଫୋର୍ସ ସୁପାରିଶ କରିଛି ।


ତେବେ ଭାରତୀୟ ମେଡିକାଲ ଗବେଷଣା ପରିଷଦ ପକ୍ଷରୁ ଗଠିତ ହୋଇଛି ଏହି ଟାସ୍କ ଫୋର୍ସ ।

Get real time updates directly on you device, subscribe now.