fbpx
BJD SKY
BJD SKY

ବଡ଼ ଧରଣର ଆୟକର ଠକେଇ: ୧୭ ଗିରଫ

BJD

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ରାଉରକେଲାରେ ଏକ ବଡ଼ଧରଣର ଆୟକର ଠକେଇ ହୋଇଛି । ସୂଚନା ଅନୁଯାୟୀ, ୩ଟି ଶିଳ୍ପ ସଂସ୍ଥା ନାଁରେ ୧୭୦ କୋଟି ଟଙ୍କାର ଟିକସ ଠକେଇ ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ରୀୟ ଆୟକର ବିଭାଗ ତରଫରୁ ଠକେଇ ସମ୍ପର୍କିତ ସୂଚନା ଦିଆଯାଇଛି । ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟ ସହ ଉକ୍ତ ୩ଟି ସଂସ୍ଥା ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏନେଇ ଉକ୍ତ ଶିଳ୍ପ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ଗତ ୩ ତାରିଖରେ ଚଢ଼ାଉ କରାଯାଇଥିଲା । ତେବେ ଏନେଇ ଟିକସ ଫାଙ୍କି ଅଭିଯୋଗରେ ଦିଲ୍ଲୀରେ ୧୭ ଜଣ ଗିରଫ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.