fbpx

ଅନ୍ତର୍ଜାତୀୟ ହକିରୁ ସୁନୀତାଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨ ।୧: ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ସୁନୀତା ଲାକ୍ରା । ସୁନୀତା ହେଉଛନ୍ତି ଭାରତୀୟ ଟିମର ଓଡିଆ ଖେଳାଳି । ଆଣ୍ଠୁରେ ଆଘାତ ଯୋଗୁଁ ଅନ୍ତର୍ଜାତୀୟ ହକିରୁ ସୁନୀତା ସନ୍ନ୍ୟାସ ନେଇଥିବା ଜଣାପଡିଛି । ପୁଣି ଥରେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ୨୮ ବର୍ଷୀୟ ଡିଫେଣ୍ଡର ସୁନୀତା ଘରୋଇ ମ୍ୟାଚ୍ ଖେଳିବେ ।

Get real time updates directly on you device, subscribe now.