fbpx
BSKY
BJD MC SKY
BJD YOUTH SKY

ଗୁଳି କରି ପାକ୍ ଡ୍ରୋନ ଖସାଇଲା ଭାରତୀୟ ସେନା: ଚାଲିଥିଲା କି ବଡ ଷଡଯନ୍ତ୍ର?

ନୂଆଦିଲ୍ଲୀ: ୱାଘା-ଅଟାରୀଠାରେ ଭାରତୀୟ ସେନାକୁ ମିଳିଛି ଏକ ବଡ ସଫଳତା । ଭାରତର ଆକାଶରେ ଉଡୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ଭାରତୀୟ ସେନା । ବିଏସଏଫର ଯବାନଙ୍କ ଗୁଳିରେ ତଳେ ଖସି ପଡିଛି ପାକିସ୍ତାନର ଡ୍ରୋନ୍ । ତେବେ ଏହି ଡ୍ରୋନକୁ ଦେଖି ସମସ୍ତଙ୍କ ମନରେ ପଶିଥିଲା ଛନକା । ଏହା ପାକିସ୍ତାନର ଆଉଏକ ଷଡଯନ୍ତ୍ର ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ତଳକୁ ଖସିବା ପରେ ଡ୍ରୋନରୁ କିଛି ନିଶାଦ୍ରବ୍ୟ ଜବତ କରାଯାଇଛି । ଏହି ଟ୍ରୋନକୁ ଗୁଳି କରି ଖସାଇବା ସହିତ ଭାରତୀୟ ଯବାନ ପାକିସ୍ତାନର ଆଉ ଏକ ପ୍ଲାନକୁ ମଧ୍ୟ ନଷ୍ଟ କରିଥିବା କୁହାଯାଉଛି ।

Get real time updates directly on you device, subscribe now.