fbpx
BSKY SKY
BSKY SKY

POKରେ ଭାରତର ଏୟାର ଷ୍ଟ୍ରାଇକ୍

BSKY

ନୂଆଦିଲ୍ଲୀ,୧୯/୧୧: ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ହୋଇଛି ଏୟାର ଷ୍ଟ୍ରାଇକ୍। pokରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ଜଣାପଡିଛି। ଏନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.